MAA SAMLESWARI MEDICINE STORE – Chemist & Druggist in Angul, Odisha provides genuine and high-quality medicines with trusted service. Qualified doctors are available for consultation, ensuring proper guidance, safe prescriptions, and reliable healthcare support for patients.
DR. BISWANU BISWAL
UROLOGY
DR. BISWANU BISWAL
MBBS, M.S (General Surgery) MCH Urology (KGMC, Lucknow), Prof. SUM Hospital, BBSR
ପରାମର୍ଶ ସମୟ
ଆପଣଙ୍କ ଏହି ସବୁ ଅସୁବିଧା ହେଉଛି କି ?
-ପ୍ରୋଷ୍ଟେଟ୍ ଅସୁବିଧା (ପୁରୁଷଙ୍କର ବାର୍ଦ୍ଧକ୍ୟ ଜନିତ ପରିସ୍ରା ଅସୁବିଧା)
-କିଡନୀ, ପରିସ୍ରା ନାଡ଼ି, ପରିସ୍ରା ଥଳିରେ ପଥର ।
-ପ୍ରୋଷ୍ଟେଟ୍ ଏବଂ ଅଣ୍ଡ କୋଷରେ କ୍ୟାନସର ।
-ଶୀଘ୍ର ପତନ, ଲିଙ୍ଗ ଶିଥୁଳତା, ପୁରୁଷ ବନ୍ଧ୍ୟାଦୋଷ ।
-ପିଲାମାନଙ୍କର ମୂତ୍ର ଜନିତ ସମସ୍ୟା ।
-ମହିଳା ମାନଙ୍କର ମୂତ୍ର ଜନିତ ସମସ୍ୟା : (ବାରମ୍ବାର ପରିସ୍ରା ହେବା)
-ପରିସ୍ରା ଜଳାପୋଡ଼ା ହେବା, ଲୁଗା ପଟାରେ ପରିସ୍ରା ହେଇଯିବା ଏବଂ ହସିବାସମୟରେ ଲୁଗାରେ ପରିସ୍ରା ହେଇଯିବା ।
-ପରିସ୍ରା ନଳୀରେ ପ୍ରବାହ ବ୍ଲକେଜ୍ ।
-ପରିସ୍ରା କରିବା ପାଇଁ କୁନ୍ଥାଇବା ।
-ରାତିରେ ବାରମ୍ବାର ପରିସ୍ରା ଲାଗିବା
ବା ଅତରଛିଆ ପରିସ୍ରା ଲାଗିବା ।
DR. BISWANU
BISWAL
CONTACT INFORMATION
CONTACT INFORMATION
Experienced Doctors
-------------------------
Smart Treatments
-------------------------
Counselling
-------------------------
CONTACT INFORMATION
Tests and Treatments
--------------------------------
Hospitals Belongings
--------------------------------
WorkingfMethods
+91- 9861858280
Customer care is the top priority at MAA SAMLESWARI MEDICINE STORE. The staff members are trained to assist patients with politeness and patience. They help customers understand medicine usage, dosage instructions, and precautions. Whether someone needs regular medicines or emergency support, the store ensures quick and reliable service.